BANDHU RE
ବନ୍ଧୁ ରେ
Dear friends,
I am happy to present to you this song Bandhu Re (ବନ୍ଧୁ ରେ) that is based on the hard facts of life; the life that is filled with pride, prejudice, sin, virtue, tears and smile. I am sure you would love this song. Do let us know your feedback through your comments and likes. It is valuable to us!
ବନ୍ଧୁ ବର୍ଗ ,
ଏ ଜୀବନ କେତେବେଳେ ହସ କେତେବେଳେ ଲୁହ, କେତେବେଳେ ପାପ ଓ କେତେବେଳେ ପୁଣ୍ୟ ଓ ଏହା କେତେ ମନ ଅଭିମାନ ରେ ଭରା ; ହେଲେ ଜୀବନ ର ସତ୍ୟ ଏକ ; ସେଇ ସତ୍ୟତା ଉପରେ ଆଧାରିତ ଆମର ଏକ ଗୀତ ଆପଣଙ୍କ ମନ୍ତବ୍ୟ ପାଇଁ ଏଠା ରେ ଉପସ୍ଥାପନ କଲୁ
Song Info
➡️ Title - BANDHU RE ( ବନ୍ଧୁ ରେ )
➡️ Genre - Contemporary (Philosophical)
➡️ Language - Odia ( ଓଡ଼ିଆ )
➡️ Recorded on - 20th Oct2020
➡️ Recorded at - Home studio of Sambit Dash
➡️ Premiered on - 25th Oct 2020
Credits
➡️ Song writer/ Composer & Music - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Words given by (Lyrics Writer) - Manas Sasmal*
➡️ Singer - Sambit Dash
➡️ Programmed by - Sambit Dash
➡️ Recording, Mixing & Mastering - Sambit Dash
➡️ Videography & Post Productions - Sambit Dash
Note * indicates Hired for Work
Lyrics
ବନ୍ଧୁ ରେ
[ hey friend ]
କାହିଁ କରୁ ଅଭିମାନ
[why be proud ]
କାହିଁ ଦେଖୁ ମିଛ ସ୍ବପ୍ନ
[ why to have false dreams ]
ଦିନେ ସବୁ ଉଜୁଡ଼ିବ
[one day everything will perish]
ସମୟ ପାଖରେ
[ to time ]
ବନ୍ଧୁ ରେ
[ hey friend ]
ଆଜି ଯିଏ ଆପଣାର
[who is yours today]
କIଲି ସିଏ ପର
[tomorrow he is not]
ଡେଇଁ ବାକୁ ହେବ ତୋତେ
[you have to cross ]
ଲଖ୍ମ୍ନଣ ର ଗାର
[that end line]
ହସ ଯିବ ବାଟ ଭୁଲି ଲୁହ ହେବ ରଙ୍ଗ ତୁଳି
[laughter will loose its path, tears will become paint-brush]
ଲେଖାଇବା ନୂଆ ଗୀତ ଜୀବନ ଖାତାରେ
[will make you to write a new chapter in the canvas of life]
ବନ୍ଧୁ ରେ..
[hey friend]
ହସ ସେତ ଅମାନିଆ ଏକ ଦୁଷ୍ଟ ଝିଅ
[ laughter is an uncontrolled wicked girl ]
ଲୁହ ସାଥେ ସଦା ବେଳେ ଭାବ ବିନିମୟ
[ it always exchanges of emotions with tears]
ଜୀବନ ଟା ଛକି ସୁନ କେବେ ପାପ କେବେ ପୁଣ୍ୟ
[life is a game of tic tac toe]
ହଜିବା ର ନାହିଁ ବନ୍ଧୁ ଅଜଣା ଗଳି ରେ ବନ୍ଧୁ ରେ
[ I do not want to loose myself in this unknown path ]
ବନ୍ଧୁ ରେ..
[ hey friend ]