Song Info
➡️ Premiered on - 20th August 2021
➡️ Title - Eei Chinha Chinha Baate ( ଏଇ ଚିହ୍ନI ଚିହ୍ନI ବାଟେ ନିର୍ଦେଶକ ସଂସ୍କରଣ )
➡️ Genre - Contemporary (Romantic)
➡️ Language - Odia ( ଓଡ଼ିଆ )
➡️ Recorded on - 5th August 2020
➡️ Recorded at - Studio of Sambit Dash
Credits
➡️ Song writer/ Composer & Music - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Words given by (Lyrics Writer) - Mohit Chakraborty*
➡️ Singer - Sambit Dash
➡️ Programmed by - Sambit Dash
➡️ Camera & video - Chitta Ranjan Panda*
➡️ Recording, Mixing & Mastering - Sambit Dash
➡️ Video Editing & post productions - Sambit Dash
Note * indicates Hired for Work
Lyrics
ଏଇ ଚିହ୍ନI ଚିହ୍ନI ବାଟେ କିଏ ସେ ଡାକେ
ମୁଁ ଯେ ଜାଣେ ନାହିଁ କାହା ଛବି ଟେ ଆଂକେ
ସେ ଯେ ଆସେ ମୋ ସ୍ୱପନେ
ମୋ ଜୀବନେ ଚୋରି ଚୋରି
ରହି ଯାଏ ଧୀରେ ଧୀରେ
ଛାତି ତଳେ ଘର କରି
ମିଠା ମିଠା ଛିଟା ଛିଟା ରଙ୍ଗ ଝଟକେ
ଏଇ ଚିହ୍ନI ଚିହ୍ନI ବାଟେ କିଏ ସେ ଡାକେ
ମୁଁ ଯେ ଜାଣେ ନାହିଁ କାହା ଛବି ଟେ ଆଂକେ
କେମିତି ଜାଣେନା
ଏମୋର ଜୀବନେ ଯେତେ ଯେ ସ୍ବପ୍ନ ଥିଲା
ସୁନା ର ଚଢେଇ ବାଟ ଯେ କଢେଇ
ମୋତେ ତା ଡାକି ନେଲା
କେମିତି ଜାଣେନା ଏମୋର ଜୀବନେ
ଯେତେ ଯେ ସ୍ବପ୍ନ ଥିଲା
ସପନ ବଣିକ ମନକୁ ଛନ୍ଦେଇ
ମୋତେ ତ ଡାକି ନେଲା
ସେ ମୋର ନିଶ୍ୱାସ ସେ ମୋର ବିଶ୍ୱାସ
ହଜି ଯାଏ ପ୍ରିୟାର ସେ ଆଖି ପଲକେ
ଏଇ ଚିହ୍ନI ଚିହ୍ନI ବାଟେ କିଏ ସେ ଡାକେ
ମୁଁ ଯେ ଜାଣେ ନାହିଁ କାହା ଛବି ଟେ ଆଂକେ
ଦୁଇ ଟି ଆଖି ରେ ପରେ ମୁଁ ଦେଖି ରେ କାହାଣୀ ଲେଖା ତୋର
ଏମିତି ଲାଗୁଛି ପ୍ରିୟତମା ତୁମେ
ଯେମିତି ଏକା ମୋର
ଦୁଇ ଟି ଆଖି ରେ ପରେ ମୁଁ ଦେଖି ରେ କାହାଣୀ ଲେଖା ତୋର
ଏମିତି ଲାଗୁଛି ପ୍ରିୟତମ ତୁମେ
ଯେମିତି ଏକା ମୋର
ତୁମେ ମୋ ସ୍ପନ୍ଦନ ତୁମେ ମୋ ବନ୍ଧନ
ତୋ ମିଠା ସ୍ପର୍ଶ ରେ ମନ ମହକେ
ଏଇ ଚିହ୍ନI ଚିହ୍ନI ବାଟେ କିଏ ସେ ଡାକେ
ମୁଁ ଯେ ଜାଣେ ନାହିଁ କାହା ଛବି ଟେ ଆଂକେ
ସେ ଯେ ଆସେ ମୋ ସ୍ୱପନେ
ମୋ ଜୀବନେ ଚୋରି ଚୋରି
ରହି ଯାଏ ଧୀରେ ଧୀରେ
ଛାତି ତଳେ ଘର କରି
ମିଠା ମିଠା ଛିଟା ଛିଟା ରଙ୍ଗ ଝଟକେ
ଏଇ ଚିହ୍ନI ଚିହ୍ନI ବାଟେ କିଏ ସେ ଡାକେ
ମୁଁ ଯେ ଜାଣେ ନାହିଁ କାହା ଛବି ଟେ ଆଂକେ