➡️ Title - Eka Tume Aneka Tume ( ଏକ ତୁମେ ଅନେକ ତୁମେ )
➡️ Genre - Devotional ( ଭକ୍ତି ଗୀତ )
➡️ Language - Odia
➡️ Recorded on - 7th Apr 2021
➡️ Recorded at - Home studio of Sambit Dash
➡️ Premiered on 09th May 2021
➡️ Song writer/ Composer & Music - Sambit Dash
➡️ Music Direction - Sambit Dash & Sandeep Dash
➡️ Words given by (Lyrics Writer)- Sasmal Manas*
➡️ Singer - Sambit Dash
➡️ Flute by - Sambit Dash
➡️ Programmed by - Sambit Dash
➡️ Recording, Mixing & Mastering - Sambit Dash
➡️ Videography & Post Productions - Sambit Dash
Note - * indicates Hired for Work
ଏକ ତୁମେ ଅନେକ ତୁମେ
(You are the one, you are many)
ତୁମେ ହିଁ ତ ସର୍ବ ବ୍ୟାପକ
(you are omnipresent)
ସଂଖ୍ୟା ତୁମେ ଅସଂଖ୍ୟ ତୁମେ
(you are finite and you are infinite)
ତୁମେ ହିଁ ତ ସର୍ବ କାରକ
(you are every factor)
ଭାବ ଠାରୁ ବେଶୀ ଭାବନା ରେ ଆସି
(coming in thoughts more than emotions,)
ଦୁଃଖ ନେଇ ଦେଇ ଯାଅ ଅନେକ ସୁଖ
(you take away sorrows & give abundant happiness)
ହେ କଳା ଶ୍ରୀମୁଖ
(hey divine black face)
ତୁମକୁ ଭୁଲି ହୁଏ ନାହିଁ
(you can not be forgotten)
ଜୀବନ ଯାକ
( in the whole life)
[Music]
ଚନ୍ଦନ ରେ ତୁମେ ସକାଳ ର ଅବାହନୀ
(in sandalwood, you announce beginning of morning)
ଗୋଧୂଳି ରେ ତୁମେ ସୁନା ସଞ୍ଜ ଦୀପ ଦାନୀ
(In the twilight, you are the golden evening lamp)
ଖୁଶି ଠାରୁ ବେଶୀ ଲୋତକ ରେ ଆସି
(more than happiness, coming in the tears)
ଆଶା ଠାରୁ ଦେଇ ଯାଅ ତୁମେ ଅଧିକ
(you give more than the wish)
ହେ କଳା ଶ୍ରୀମୁଖ
(hey, divine black face)
ତୁମକୁ ଭୁଲି ହୁଏ ନାହିଁ
(you can not be forgotten)
ଜୀବନ ଯାକ
(the whole life)
[Music]
ମନେ ପଡ ତୁମେ ପରିଣତ ବୟସ ରେ
(you are remembered at a developed age)
ମନେ ପଡ଼ ନାହିଁ କେବେ ବି ତ ଅହଂକାରେ
(you are never remembered in pride)
ପାପ ଠାରୁ ବେଶୀ ଅନୁତାପେ ଆସି
(more than the sin, you come in the Repentance)
ଜୀବନ ରେ ଭରି ଦିଅ ଶାନ୍ତି ଅନେକ
(fill the life with abundant peace)
ହେ କଳା ଶ୍ରୀମୁଖ
(hey divine black face)
ତୁମକୁ ଭୁଲି ହୁଏ ନାହିଁ
(you can not be forgotten)
ଜୀବନ ଯାକ
(the whole life)