We are happy to bring to you this Jagannath bhajan "He Ishwara Kuha Tume Ethara" ( "ହେ ଈଶ୍ବର କୁହ ତୁମେ ଏଥର") for your benign deliberation! The song is about the quest to figure out who the god is and where is his home. We are sure you would love this composition by Sambit & Sandeep Dash. The instrumentation is light with traditional Indian instruments - Banjo, Tabla, Dholak and Manjira.
We sincerely thank you for watching this Jagannath video Bhajan Song!
➡️ Music Composer & tune - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Programmed by - Sambit Dash
➡️ Lyrics writer - Sasmal Manas*
➡️ Singer - Anjana Tripathy & Sambit Dash
➡️ Flutes by - Sambit Dash
➡️ Camera & video - Sambit Dash
➡️ Video Editing & post productions - Sambit Dash
Note * indicates Hired for Work
ହେ ଈଶ୍ବର
ହେ ଈଶ୍ବର ସତ କୁହ ତୁମର କେଉଁଠି ଘର
ହେ ଈଶ୍ବର ସତ କୁହ ତୁମର କେଉଁଠି ଘର
[ ସାମୁହିକ ] ହେ ଈଶ୍ବର ସତ କୁହ ତୁମର କେଉଁଠି ଘର
ତୁମକୁ ଖୋଜିବାକୁ ତୁମକୁ ପାଇବାକୁ
[ ସାମୁହିକ ] ତୁମକୁ ଖୋଜିବାକୁ ତୁମକୁ ପାଇବାକୁ
କିଏ ଢାଳେ ଲୁହ ଏଠି କିଏ ଯାଏ ମନ୍ଦିର
[ ସାମୁହିକ ] ସତ କୁହ ଏଥର
ହେ ଈଶ୍ବର ସତ କୁହ ତୁମର କେଉଁଠି ଘର
ଯାଇଥିଲି ଚର୍ଚ୍ଚ କାଲି ଚାଲିଥିଲା ପ୍ରାର୍ଥନା
[ ସାମୁହିକ ] ଯାଇଥିଲି ଚର୍ଚ୍ଚ କାଲି ଚାଲିଥିଲା ପ୍ରାର୍ଥନା
ଯାଇଥିଲି ମନ୍ଦିର କୁ ଚାଲିଥିଲା ଅର୍ଚନା
[ ସାମୁହିକ ] ଯାଇଥିଲି ମନ୍ଦିର କୁ ଚାଲିଥିଲା ଅର୍ଚନା
ତୁମେ କି ପ୍ରାର୍ଥନା ରେ ତୁମେକି ଅର୍ଚନା ରେ
[ ସାମୁହିକ ] ତୁମେ କି ପ୍ରାର୍ଥନା ରେ ତୁମେକି ଅର୍ଚନା ରେ
କେଉଁ ଠାରେ ଅଛ ପ୍ରଭୁ କୁହ ତୁମେ ଏଥର
[ ସାମୁହିକ ] ସତ କୁହ ଏଥର
ହେ ଈଶ୍ବର
ସତ କୁହ ତୁମର କେଉଁଠି ଘର
ଆମ ଘରେ ଝୋଟି ପଡେ ହସେ ଯେବେ ଅଗଣା
[ ସାମୁହିକ ] ଆମ ଘରେ ଝୋଟି ପଡେ ହସେ ଯେବେ ଅଗଣା
ବୋଉ କହେ ପୂଜା ଘର ତୁମ ନୂଆ ଠିକଣା
[ ସାମୁହିକ ] ବୋଉ କହେ ପୂଜା ଘର ତୁମ ନୂଆ ଠିକଣା
ଏ ଆଖି ଦେଖେ ଯାହା ସବୁତ ତୁମରି ମାୟା
[ ସାମୁହିକ ] ଏ ଆଖି ଦେଖେ ଯାହା ସବୁତ ତୁମରି ମାୟା
ସବୁଠାରେ ତୁମେ ଅଛ ଏଇ ଶେଷ ଉତ୍ତର
[ ସାମୁହିକ ] ସତ କୁହ ଏଥର
ହେ ଈଶ୍ବର ସତ କୁହ ତୁମର କେଉଁଠି ଘର
ତୁମକୁ ଖୋଜିବାକୁ ତୁମକୁ ପାଇବାକୁ
କିଏ ଢାଳେ ଲୁହ ଏଠି କିଏ ଯାଏ ମନ୍ଦିର
[ ସାମୁହିକ ] ସତ କୁହ ଏଥର
ହେ ଈଶ୍ବର ସତ କୁହ ତୁମର କେଉଁଠି ଘର
[ ସାମୁହିକ ] ସତ କୁହ ଏଥର
O God
O God, (please) tell the truth, where is your home?
O God, (please) tell the truth, where is your home?
[ Collective ] O God, (please) tell the truth, where is your house?
In search of you (and) to find you
[collective] in search of you (and) to find you
some shed tears here (and) some go to the temple.
[ Collective ] (please) tell the truth this time
O God, (please) tell the truth, where is your home?
I went to church yesterday (and) prayer was on,
[ Collective] yesterday, I went to church (and) prayer was going on,
I went to the temple and worship was going on,
[Collective] I went to the temple and worship was going on.
Are you in prayers or in worship?
[Collective] are you in prayers or in worship?
Where are you Lord, (please) tell me this time,
[ Collective ] (please) tell the truth this time.
Oh God,
(please) tell, where is your home?
In our house, when rangoli is drawn, the yard smiles
[Collective] in our house, when rangoli is drawn, the yard smiles,
Mother says Pooja room is your new address,
[Collective] Mother, says Pooja room is your new address.
Whatever these eyes see that is your illusion,
[Collective] whatever these eyes see that is your illusion,
You are everywhere (and) that is the ultimate answer.
[ Collective ] (Please) Tell the truth this time!
O God, (please) tell the truth, where is your home?
In search of you (and) to find you,
some shed tears here (and) some go to the temple.
[ Collective ] (Please) tell the truth this time!
O God, (please) tell the truth, where is your home?
[ Collective ] (please) tell the truth this time