➡️ Premiered on - 13th Mar 2021
➡️ Title - He Sunya Bramha (ହେ ଶୂନ୍ୟ ବ୍ରହ୍ମ)
➡️ Genre - Devotional
➡️ Language - Odia
➡️ Recorded on - 6th Mar 2021
➡️Recorded at - Home studio of Sambit Dash
➡️ Song writer/ Composer & Music - Sambit Dash & Sandeep Dash
➡️ Music Directors - Sambit Dash & Sandeep Dash
➡️ Words given by (Lyrics Writer)- Sasmal Manas*
➡️ Singer - Sambit Dash
➡️ Programmed by - Sambit Dash
➡️ Flute by- Sambit Dash
➡️ Recording, Mixing & Mastering - Sambit Dash
➡️ Videography & postproductions - Sambit Dash
Note - * indicates Hired for Work
ହାତ ଶୂନ ତୋର ପାଦ ଶୂନ
ଦେହ ଶୂନ ତୋର ଆଖି ଶୂନ
କାହିଁକି ମୋ ପାଇଁ ସରଗ ମାଗିବି
ପାଇବାକୁ ହେବ ଦିନେ ଶୂନ
ହେ ଶୂନ୍ୟ ବ୍ରହ୍ମ
ତୁ ସତ ସପନ ମୁଁ ମିଛ ଜୀବନ
ହାତ ଶୂନ ତୋର ପାଦ ଶୂନ ...
ଶୂନ୍ୟ ରେ ତୁ ଥାଇ କେମିତି ଦେଉଛୁ ଶହେ
ମଣିଷ ମୁ ତୋତେ ବୁଝିବା ସହଜ ନୁହେଁ
କାହିଁକି ମୋ ପାଇଁ ସରଗ ମାଗିବି
ଯିବି ଦିନେ ମୁ ସମସାନ
ହେ ଶୂନ୍ୟ ବ୍ରହ୍ମ
ତୁ ସତ କୈଶବ ମୁଁ ମିଛ ଯୌବନ
ହାତ ଶୂନ ତୋର ପାଦ ଶୂନ
ହାତ ଶୂନ ତୋର ପାଦ ଶୂନ ..
ଶୂନ କୁ ଶୂନ୍ୟ କୁ ଜୀବନେ ଆଦରେ ଯିଏ
ଆଖି ବୁଜି ଦେଲେ ତୋ ଦର୍ଶନ ପାଏ ସିଏ
ଲୋଭ ରେ ଲାଭ ରେ କାହିଁକି ରହିବି
ଜାଣେ ଦିନେ ହେବ ଅବଶାନ
ହେ ଶୂନ୍ୟ ବ୍ରହ୍ମ
ତୁ ମିଠା ଉତ୍ତର ମୁଁ
ଅବୁଝା ପ୍ରଶ୍ନ
ହାତ ଶୂନ ତୋର ପାଦ ଶୂନ ..