Song Info
➡️ Title - Jagga Nachuchi ( ଜଗା ନାଚୁଛି )
➡️ Genre - Devotional ( ଭକ୍ତି ଗୀତ )
➡️ Language - Odia
➡️ Recorded on - 9th July 2021
➡️ Recorded at - Home studio of Sambit Dash
➡️ Premiered on 12th July 2021
Credits
➡️ Song writer/ Composer & Music - Sambit Dash
➡️ Music Direction - Sambit Dash & Sandeep Dash
➡️ Words given by (Lyrics Writer) - Sasmal Manas*
➡️ Singer - Sambit Dash
➡️ Recording, Mixing & Mastering - Sambit Dash
➡️ Programmed by - Sambit Dash
➡️ Flute by - Sambit Dash
➡️ Videography & Post Productions - Sambit Dash
Note * indicates Hired for Work
Lyrics
ଢାଉଁ ଢାଉଁ ଘଣ୍ଟ ବାଜୁଚି
ଝାଇଁ ଝାଇଁ ଝାଞ୍ଜ ଶୁଭୁଚି
ଟାହିଆ ହଲେଇ ବାହୁକୁ ଝୁଲେଇ
ପାହୁଣ୍ଡ ପକେଇ ଜଗା ଚାଲୁଚି (୦)
ଭାରିଜାକୁ ଛାଡ଼ି ଭଉଣୀକୁ ସାଥେ
ଜଗା ନଉଚି
କେମିତି ନ ନବ ଗୁଣ୍ଡିଚାକୁ ପରା
କଥା ଦେଇଚି
ଚକା ଆଖି ଦେଖି ଆଖି ଯାଏ ଲାଖି
ଭକତର ମନ ନାଚି ଯାଉଚି(୧)
ଦେଢଶୁର ପାଇଁ ଲକ୍ଷ୍ମୀ ସାଆନ୍ତାଣୀ ଗଲେନି ସିନା
ଜଗା ପାଇଁ ଦେଖ ସିନ୍ଧୁ ଜେମାଙ୍କର ମନ ବୁଝେନା
ଓଦା ସର ସର ଜଗତ ଠାକୁର
ଭକତ ସାଥିରେ ଦେଖ ନାଚୁଚି(୨)
ଢାଉଁ ଢାଉଁ ଘଣ୍ଟ ବାଜୁଚି
ଝାଇଁ ଝାଇଁ ଝାଞ୍ଜ ଶୁଭୁଚି