"Mu Kalia Pirati Pageli" - Souldful Odia Song Composed & Written by Sambit Dash
Video Description for "Mu Kalia Pirati Pageli"
🌟 Immerse yourself in the divine love story of Radha and Lord Krishna with "Mu Kalia Pirati Pageli," a soulful Odia devotional song brought to life by Samnsan Music Productions. 🌟
🎶 In this enchanting composition by Sambit Dash, the timeless lyrics, penned by the talented Sambit Dash, narrate the eternal love saga of Radha and Lord Krishna. 🕉️ Let the soothing vocals of Rina Rani Pradhan, an esteemed artist of All India Radio - Cuttack, transport you to the mystical realms of devotion.
🔔 Key Keywords: Lord Krishna, Krishna Songs, Radha & Krishna Songs, Odia Song, Odia, Devotional Song, Samnsan Music Productions, Sambit Dash.
🌈 Revel in the studio version of "Mu Kalia Pirati Pageli," where every note is meticulously composed and arranged by the maestro Sambit Dash. 🎹 Experience the divine harmony that resonates through this devotional masterpiece.
👉 Don't miss the chance to connect with spirituality and witness the divine love unfold in every verse. 🙏 Hit play now and let the enchanting vibes of devotion fill your heart!
🎁 Like, Share, and Subscribe to our channel for more soul-stirring devotional melodies and musical creations. Stay tuned for the magic of Samnsan Music Productions. 🎵
Song Info
➡️ Video Premier on - 24th December 2023
➡️ Title - ମୁଁ କାଳିଆ ପୀରତି ପାଗେଳୀ ( Mu Kalia Pirati Pageli )
➡️ Genre - Krishna Bhajan , ଭକ୍ତି ଗୀତ ( Devotional )
➡️ Language - ଓଡ଼ିଆ (Odia)
➡️ Recorded on - 10th September 2023
➡️ Recorded at - Studio of samNsan Music Productions ( @manaragita )
Credits
➡️ Music Composer - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Programmed by - Sambit Dash
➡️ Lyrics Writer - Sambit Dash
➡️ Singer - Rina Rani Pradhan
➡️ Camera & video - Sambit Dash
➡️ Video Editing & post productions - Sambit Dash
Lyrics - Odia
[ ସମନ୍ୱୟ ସ୍ୱର - ସଖି ଲୋ ସଖି କାହା କଥା ଭାବୁ ମନେ ]
[ ସମନ୍ୱୟ ସ୍ୱର - ସଖି ଲୋ ସଖି କିଆଁ ବସିଛୁ ମଉନେ ]
ମୁଁ କାଳିଆ ପୀରତି ପାଗେଳୀ ସଖି ଲୋ
କାଳିଆ ପୀରତି ପାଗେଳୀ
ତାର ସେ ମଧୁରୁପ ଦେଖିଛି ମୁହିଁ
ରୂପ ସେ ଅପରୂପ ନ ପାରେ କହି
ସେ ରୂପ କୁ ଦେଖି ମନ ଖେଳି ଯାଏ ଶିହରଣେ
[ ସମନ୍ୱୟ ସ୍ୱର - ତୁ କାଳିଆ ପୀରତି ପାଗେଳୀ ]
ବଇଁଶୀ ସ୍ୱର ରେ ତାର ଅନେକ ବାରତା
ଜାଣିନି ମୁଁ କି ରାଗ ସେ କେତେ ମଧୁରତା
ସ୍ୱର ତାର ଶୁଣି ମନେ ଭରି ଯାଏ ଶିହରଣ
ଭାବ ସେ ଅତୁଳନୀୟ ଗୋପୀଙ୍କର ପ୍ରାଣ
ଭାବ ରେ ତା ନାଚି ଯାଏ ଝୁମି ଯାଏ ମନ ମୋର
[ ସମନ୍ୱୟ ସ୍ୱର - ତୁ କାଳିଆ ପୀରତି ପାଗେଳୀ ]
[ ସମନ୍ୱୟ ସ୍ୱର - ସଖି ଲୋ ସଖି କାହା କଥା ଭାବୁ ମନେ ]
[ ସମନ୍ୱୟ ସ୍ୱର - ସଖି ଲୋ ସଖି କିଆଁ ବସିଛୁ ମଉନେ ]
ଯାଇଥିଲି ଆଜି ଯେବେ ମୁଁ ନିର ଆଣି
ନିପ ମୂଳେ ନଥିଲେ ତ ମୋ ବେଣୁପାଣି
ସ୍ୱର ସେ ମଧୁର କାହିଁ ଲୁଚି ଯାଇଥିଲା
ଗୋପପୁର ଶ୍ରୀହରା ମନେ ହେଉ ଥିଲା
ନଶୁଣି, ନ ଦେଖି ତାକୁ ମନେ ଖେଳେ ଶିହରଣ
[ ସମନ୍ୱୟ ସ୍ୱର - ତୁ କାଳିଆ ପୀରତି ପାଗେଳୀ ]
ମୁଁ କାଳିଆ ପୀରତି ପାଗେଳୀ
ସଖି ଲୋ କାଳିଆ ପୀରତି ପାଗେଳୀ