Song Info
➡️ Premiered on - 07th Sep 2021
➡️ Title - Nadi Ago Suna ( ନଦୀ ଆଗୋ ଶୁଣ - ନିର୍ଦେଶକ ସଂସ୍କରଣ )
➡️ Genre - Blues Ballad
➡️ Language - ଓଡ଼ିଆ (Odia)
➡️ Recorded on - 1st Jan 2021
➡️ Recorded at - Home studio of Sambit Dash
Credits
➡️ Song writer/ Composer & Music - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Words given by (Lyrics Writer) - Mohit Chakraborty*
➡️ Singer - Sambit Dash
➡️ Programmed by - Sambit Dash
➡️ Recording, Mixing & Mastering - Sambit Dash
➡️ Videography & Post Productions - Sambit Dash
Note * indicates Hired for Work
Lyrics
ନଦୀ ଆଗୋ ଶୁଣ
[ hey river, please listen ]
ତୁମେ ଯଦି ଏତେ ମିଠା, ଏତେ ମଧୁ ଝରା
[ if you are so sweet]
ସାଗର କେଉଁଠୁ ତେବେ ପାଏ ଏତେ ଲୁଣ
[from where the sea gets so much salt?]
ନଦୀ ଆଗୋ ଶୁଣ ..
[ hey river, please listen ]
ମେଘ ଫେରେ ଆକାଶ ର ମୋଡ଼େ
[clouds returns from the bends of sky]
କାହା ଲୁହ ଆଖି ଓଦା କରେ
[who's tears wet my eyes]
ଛଳ ଛଳ କାହାର ସେ ଛବି
[who's is this clear yet oblivion image]
ସ୍ମୃତି ହୋଇ ସବୁଦିନ ଫେରେ
[keeps on returning as memories]
ରାତି ଆଗୋ ଶୁଣ
[Hey night please listen]
ଯଦି ତୁମେ ଏତେ କଳା ଏତେ ରଙ୍ଗହୀନ
[if you are so dark, so very colorless]
ସ୍ୱପ୍ନେ କେମିତ ତୁମେ ଏତେ ରଙ୍ଗ ବୁଣ
[then , how do you put so many colors in my dreams]
ରାତି ଆଗୋ ଶୁଣ , ହେ ରାତି ଆଗୋ ଶୁଣ
[Hey night please listen]
ମୁହାଣ ରେ ସାଗର ର ଡାକ
[the call of sea at the shore]
ଲୁହ ଭରା ଲହରୀ ଅନେକ
[waves full of tears]
ଧୁଆଂ ଧୁଆଂ ସମ୍ପର୍କ ର ଛବି
[smoky images of those relationships]
ଛୁଇଁ ଯାଏ ଏ କେଉଁ ମହକ
[whose fragrance touches and goes]
ମେଘ ଆଗୋ ଶୁଣ
[cloud please listen]
ଯଦି ତୁମେ ଏତେ ଓଦା ଏତେ ଛଳ ଛଳ
[if you are so very wet]
କାହିଁକି ଏ ମରୁଭୂମି ଜଳେ ରାତି ଦିନ
[why this desert burns days and nights]
ମେଘ ଆଗୋ ଶୁଣ, ହେ ମେଘ ଆଗୋ ଶୁଣ
[hey cloud please listen]
ନଦୀ ଆଗୋ ଶୁଣ
[ hey river, please listen ]
ତୁମେ ଯଦି ଏତେ ମିଠା, ଏତେ ମଧୁ ଝରା
[ if you are so sweet]
ସାଗର କେଉଁଠୁ ତେବେ ପାଏ ଏତେ ଲୁଣ
[from where the sea gets so much salt?]
ନଦୀ ଆଗୋ ଶୁଣ ..
[ hey river, please listen ]
ହେ ରାତି ଆଗୋ ଶୁଣ
[hey night please listen]
ହେ ମେଘ ଆଗୋ ଶୁଣ
[hey cloud please listen]