Bahi Jaaye Mana Aaji

ବହି ଯାଏ ମନ ଆଜି

Dear Friends,

This Odia song of 2020 "Bahi Jaaye Mana Aaji" (#bahijaayemanaaaji) tries to recollect the experience from the trip to Similipal National Forest located in Baripada Odisha India. This song from Sambit Dash (#sambitdash) & Sandeep Dash (#sandeepdash ) attempts to bring out one of those lovely experiences. Hope you like this song!

ବନ୍ଧୁ ବର୍ଗ ,

ଆମେ ଅତି ଉତ୍ସାହ ର ସହିତ ଆପଣଙ୍କ ସମ୍ମୁଖ ରେ ସନ୍ଦୀପ ଦାଶ ଆମ ପାଇଁ ଲେଖିଥିବା ଏକ ଗୀତ ପ୍ରସ୍ତୁତ କରୁଛୁ. ଶିମିଳିପାଳ ର ସୌନ୍ଦର୍ଯ୍ୟ ଏହି ଗୀତ ର ପରିକଳ୍ପନା ର ଏକ ଅଭିନ୍ନ ଅଙ୍ଗ ଓ ତହିଁରୁ ହିଁ ଗୀତ ର ଉତ୍ପତି. ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିବ . ଧନ୍ୟବାଦ!

Song Info

➡️ Premiered on - 22th November 2020

➡️ Title - Bahi Jaaye Mana Aaji ( ବହି ଯାଏ ମନ ଆଜି )

➡️ Genre - Contemporary

➡️ Language - Odia ( ଓଡ଼ିଆ )

➡️ Recorded on - 1st September 2020

➡️ Recorded at - Home studio of Sambit Dash

Credits

➡️ Song writer/ Composer & Music - Sambit Dash

➡️ Music Director & Producers - Sambit Dash & Sandeep Dash

➡️ Words given by (Lyrics Writer) - Sandeep Dash

➡️ Singer - Sambit Dash & L Priyadarshini*

➡️ Programmed by - Sambit Dash

➡️ Recording, Mixing & Mastering - Sambit Dash

➡️ Videography & Post Productions - Sambit Dash

Note * indicates Hired for Work

Lyrics

ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି

[ heart flows today, like water drops]

ଝରଣାରେ ଜାଇଛି ମିଶି, ଅଭିମାନ ନ କରି ଆଜି

[has merged with the spring, today, without pride]

ଝରଣା ଏ ଝରଣା, ବହିଯା ତୁ, କୂଳ ମାନେନା

[spring hey spring keep flowing without brink]

ଝରଣା ମନ ଝରଣା, ବହିଯା ତୁ,ରହି ଯାଆନା

[spring oh spring of heart. keep flowing & do not stop]

ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି

[ heart flows today, like water drops]


କେତେଯେ ଅଜଣା କୂଳକୁ, ଛୁଇଁ ଯାଏ

[so many unknown shores it touches]

ଲାଜରେ ଶେୃତ ସେ, ପଡି ଥାଏ

[with shame it turns pale]

କାହାଣୀ ଭିତରେ ଅଜଣା, ଜଣେ କିଏ

[within the story there is someone unknown]

ଅଜଣାରେ ମନ, ଛୁଇଁ ଯାଏ

[unaware touches the heart]

ଅଜଣା ଓ ଅଜଣା, ରହିଯା ତୁ, ମନ ମାନେନା

[unknown o unknown, please stop, heart is not satisfied]

ଅଜଣା ହେ ଅଜଣା, ଅଭିମାନେ ତୁ, ଯାଆନା

[unknown hey unknown, please do not go in anger]

ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି

[ heart flows today, like water drops]


କାଲି ସେ ଟୋପାଟା କେଉଁଠି, ହଜି ଥାଏ

[tomorrow that drop gets lost somewhere]

ନଦୀରେ ଯାଇ ସେ, ମିଶି ଯାଏ

[it gets merged in river]

ମନକୁ ପାଇବା ପାଇଁ କିଏ, ଯଦି ଥାଏ

[if the desire is to get someone]

ମିଶିବା ଆଗରୁ, କାନେ କହେ

[before merging whispers in the ear]

ପ୍ରେମିକ ମୋ ପ୍ରେମିକ, କଥାଟେ ତୁ, ମୋର ଶୁଣିଥା

[beloved hey beloved, please listen to my words]

ପ୍ରେମିକ ହେ ପ୍ରେମିକ,ଏଇଠି ତୁ, ମନ ଦେଇଯା

[beloved hey beloved, give your heart here]


ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି

[ heart flows today, like water drops]


Sambit Dash - Producer, Composer, Music Director, Singer
Sandeep Dash - Producer, Music Director, Lyricist