Song Info

➡️ Premiered on - 12th September 2020

➡️ Title - Sahare Kie Asichi ( ସହରେ କିଏ ଆସିଛି )

➡️ Genre - Contemporary

➡️ Language - Odia ( ଓଡ଼ିଆ )

➡️ Recorded on -29th August 2020

➡️ Remastered on - 5th Nov 2020

➡️ Recorded at - Home studio of Sambit Dash

Credits

➡️ Song writer/ Composer & Music - Sambit Dash & Sandeep Dash

➡️ Music Director & Producers - Sambit Dash & Sandeep Dash

➡️ Words given by (Lyrics Writer) - Sandeep Dash

➡️ Singer - Sandeep Dash

➡️ Recording, Mixing & Mastering - Sambit Dash

➡️ Programmed by - Sambit Dash

➡️ Videography & Post Productions - Sambit Dash

Note * indicates Hired for Work

Lyrics

ସହରେ କିଏ ଆସିଛି

ଯିଏ କି ସବୁ ଜାଣିଛି

ହେ ଆ ହା ଓ ହୋ

ହାଁ ହାଁ ହାଁ ............... ହାଁ


ଶୁନ ଶାନ ଶଡ଼କେ ଛପି ଛପି ଚାଲୁଛି

ଆଲୋକ ରେ ଚୁପ ଚାପ ଲୁଚି ସେ ଯାଉଛି


ଆକାଶେ ମେଘ ଭାଷୁଛି ଚାନ୍ଦ ତ ଲୁଚି ଯାଉଛି

ମନ ରେ କିଏ ଆସୁଛି

ତାଳେ ତାଳେ ସେ ଚାଲିଛି

ଲୁଚକାଳି ଖେଳୁଛି


ସହରେ କିଏ ଆସିଛି

ଯିଏ କି ସବୁ ଜାଣିଛି



ଶୁଖ ରେ ଯିଏ ଛପିଛି

ଦୁଃଖ ରେ ସାଙ୍ଗ ସାଜିଛି

କି ରଙ୍ଗେ ସେ ରଂଗିଛି

ଅନ୍ଧାର ରେ ଜିଏ ହଜିଛି

ଲୁଚକାଳି ଖେଳୁଛି


ସହରେ କିଏ ଆସିଛି

ଯିଏ କି ସବୁ ଜାଣିଛି

ଏ ହେ ଆ ହା ଓ ହୋ

ହାଁ ହାଁ ହାଁ ...............


ସହରେ କିଏ ଆସିଛି

ଯିଏ କି ସବୁ ଜାଣିଛି

ନିରବ ରେ ପାସେ ପାସେଛାଇ ହୋଇ ରହିଛି ....

ଛପି ଚୁପି ସଦାବେଳେ ସାଥି ସେ ସାଜିଛି