He Sunya Bramha

ହେ ଶୂନ୍ୟ ବ୍ରହ୍ମ

Dear Friends,

This Odia Devotional song of 2021 "He Sunya Bramha" ( #heysunyabramha ) tries to depict the vastness of the almighty, the one without shape ( Nirakar ) & extent. Hope you like this Odia devotional music, bhajan of 2021 from samNsan Music Productions ( #samnsanmusicproductions ) that is composed & arranged by Sambit Dash ( #sambitdash )& Sandeep Dash (#sandeepdash ) and is written by Manas Sasmal. The song has subtitles in English for easy understanding of non-Odia speaking viewers.

ବନ୍ଧୁ ବର୍ଗ,

ଆମେ ଆପଣଙ୍କ ସାମ୍ନା ରେ ସାମଲ ମାନସ ଲେଖିଥିବା ଏହି ଭକ୍ତି ଗୀତ ହେ ଶୂନ୍ୟ ବ୍ରହ୍ମ ପ୍ରଷ୍ଟୁତ କରୁଛୁ; ଗୀତ ଟି ସେଇ ପରମାତ୍ମା ଙ୍କ ଅସୀମତା କୁ ପ୍ରରିପ୍ରକାଶ କରିବାର ଏକ ଅଭିପ୍ରାୟ ; ଆଶା କରୁଚୁ ସମ୍ବିତ ଦାଶ ଓ ସନ୍ଦୀପ ଦାଶ ଙ୍କ ଏହି ଗୀତ ଆପଣଙ୍କ ମନକୁ ପାଇବ;

Song Info

➡️ Premiered on - 13th Mar 2021

➡️ Title - He Sunya Bramha (ହେ ଶୂନ୍ୟ ବ୍ରହ୍ମ)

➡️ Genre - Devotional

➡️ Language - Odia

➡️ Recorded on - 6th Mar 2021

➡️Recorded at - Home studio of Sambit Dash

Credits

➡️ Song writer/ Composer & Music - Sambit Dash & Sandeep Dash

➡️ Music Directors - Sambit Dash & Sandeep Dash

➡️ Words given by (Lyrics Writer)- Sasmal Manas*

➡️ Singer - Sambit Dash

➡️ Programmed by - Sambit Dash

➡️ Flute by- Sambit Dash

➡️ Recording, Mixing & Mastering - Sambit Dash

➡️ Videography & postproductions - Sambit Dash

Note - * indicates Hired for Work

Lyrics

ହାତ ଶୂନ ତୋର ପାଦ ଶୂନ

ଦେହ ଶୂନ ତୋର ଆଖି ଶୂନ

କାହିଁକି ମୋ ପାଇଁ ସରଗ ମାଗିବି

ପାଇବାକୁ ହେବ ଦିନେ ଶୂନ

ହେ ଶୂନ୍ୟ ବ୍ରହ୍ମ

ତୁ ସତ ସପନ ମୁଁ ମିଛ ଜୀବନ


ହାତ ଶୂନ ତୋର ପାଦ ଶୂନ ...


ଶୂନ୍ୟ ରେ ତୁ ଥାଇ କେମିତି ଦେଉଛୁ ଶହେ

ମଣିଷ ମୁ ତୋତେ ବୁଝିବା ସହଜ ନୁହେଁ

କାହିଁକି ମୋ ପାଇଁ ସରଗ ମାଗିବି

ଯିବି ଦିନେ ମୁ ସମସାନ

ହେ ଶୂନ୍ୟ ବ୍ରହ୍ମ

ତୁ ସତ କୈଶବ ମୁଁ ମିଛ ଯୌବନ

ହାତ ଶୂନ ତୋର ପାଦ ଶୂନ


ହାତ ଶୂନ ତୋର ପାଦ ଶୂନ ..


ଶୂନ କୁ ଶୂନ୍ୟ କୁ ଜୀବନେ ଆଦରେ ଯିଏ

ଆଖି ବୁଜି ଦେଲେ ତୋ ଦର୍ଶନ ପାଏ ସିଏ

ଲୋଭ ରେ ଲାଭ ରେ କାହିଁକି ରହିବି

ଜାଣେ ଦିନେ ହେବ ଅବଶାନ

ହେ ଶୂନ୍ୟ ବ୍ରହ୍ମ

ତୁ ମିଠା ଉତ୍ତର ମୁଁ

ଅବୁଝା ପ୍ରଶ୍ନ


ହାତ ଶୂନ ତୋର ପାଦ ଶୂନ ..


Sambit Dash - Producer, Composer, Music Director, Singer
Sandeep Dash - Producer, Music Director