Song Info
➡️ Premiered on - 30th SEPTEMBER 2021
➡️ Title - Bahi Jaaye Mana Aaji- Female version ( ବହି ଯାଏ ମନ ଆଜି )
➡️ Genre - Contemporary
➡️ Language - Odia ( ଓଡ଼ିଆ )
➡️ Recorded on - 1st September 2020
➡️ Recorded at - Home studio of Sambit Dash
Credits
➡️ Song writer/ Composer & Music - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Words given by (Lyrics Witer) - Sandeep Dash
➡️ Singer - L Priyadarshini*
➡️ Programmed by - Sambit Dash
➡️ Recording, Mising & Mastering - Sambit Dash
➡️ Videography & Post Productions - Sambit Dash
Note * indicates Hired for Work
Lyrics
ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି
[ heart flows today, like water drops]
ଝରଣାରେ ଜାଇଛି ମିଶି, ଅଭିମାନ ନ କରି ଆଜି
[has merged with the spring, today, without pride]
ଝରଣା ଏ ଝରଣା, ବହିଯା ତୁ, କୂଳ ମାନେନା
[spring hey spring keep flowing without brink]
ଝରଣା ମନ ଝରଣା, ବହିଯା ତୁ,ରହି ଯାଆନା
[spring oh spring of heart. keep flowing & do not stop]
ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି
[ heart flows today, like water drops]
କେତେଯେ ଅଜଣା କୂଳକୁ, ଛୁଇଁ ଯାଏ
[so many unknown shores it touches]
ଲାଜରେ ଶେୃତ ସେ, ପଡି ଥାଏ
[with shame it turns pale]
କାହାଣୀ ଭିତରେ ଅଜଣା, ଜଣେ କିଏ
[within the story there is someone unknown]
ଅଜଣାରେ ମନ, ଛୁଇଁ ଯାଏ
[unaware touches the heart]
ଅଜଣା ଓ ଅଜଣା, ରହିଯା ତୁ, ମନ ମାନେନା
[unknown o unknown, please stop, heart is not satisfied]
ଅଜଣା ହେ ଅଜଣା, ଅଭିମାନେ ତୁ, ଯାଆନା
[unknown hey unknown, please do not go in anger]
ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି
[ heart flows today, like water drops]
କାଲି ସେ ଟୋପାଟା କେଉଁଠି, ହଜି ଥାଏ
[tomorrow that drop gets lost somewhere]
ନଦୀରେ ଯାଇ ସେ, ମିଶି ଯାଏ
[it gets merged in river]
ମନକୁ ପାଇବା ପାଇଁ କିଏ, ଯଦି ଥାଏ
[if the desire is to get someone]
ମିଶିବା ଆଗରୁ, କାନେ କହେ
[before merging whispers in the ear]
ପ୍ରେମିକ ମୋ ପ୍ରେମିକ, କଥାଟେ ତୁ, ମୋର ଶୁଣିଥା
[beloved hey beloved, please listen to my words]
ପ୍ରେମିକ ହେ ପ୍ରେମିକ,ଏଇଠି ତୁ, ମନ ଦେଇଯା
[beloved hey beloved, give your heart here]
ବହି ଯାଏ ମନ ଆଜି, ଟୋପା ଟୋପା ପାଣି ସାଜି
[ heart flows today, like water drops]